ଓଡ଼ିଶା, ରାଜନୀତିରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା November 8, 2026 07:23November 9, 2026 10:41 Advertisement “ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ଆଲୋକର ଉତ୍ସବ ପ୍ରତିଟି ଓଡ଼ିଆ ପରିବାରରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ।”Advertisement
ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଅଟକAdvertisement ବୈଶିଙ୍ଗା: ବେତନଟୀ ଥାନା ଇଲାକାର ଜନୈକା ୩୯ବର୍ଷୀୟା ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ଯୌନାଙ୍ଗରେ ମଦବୋତଲ କିମ୍ବା କୌଣସି କଠିନ ଧାତବ ପଦାର୍ଥ ପୁରାଇବାରୁ ପ୍ରବଳ…
ବୋହୂର ପନିକି ଚୋଟରେ ଶାଶୂ ଗୁରୁତରAdvertisement ଭୋଗରାଇ: ପାରିବାରିକ କଳହର କରୁଣ ପରିଣତି। ଶାଶୂଙ୍କୁ ପନିକିରେ ହାଣିଲା ବୋହୂ, ଗୁରୁତର ଶାଶୂ କଟକ ସ୍ଥାନାନ୍ତର। ଅଭିଯୁକ୍ତ ବୋହୂଙ୍କୁ ଭୋଗରାଇ ଥାନା ପୁଲିସ ଅଟକ…
ମୌସୁମୀ ବର୍ଷା ଜୁଲାଇ ୧ରୁ ପୁଣି ସକ୍ରିୟ ହେବAdvertisement ଓଡ଼ିଶାରେ ଦୁର୍ବଳ ଥିବା ମୌସୁମୀ ବର୍ଷା ଜୁଲାଇ ୧ରୁ ପୁଣି ସକ୍ରିୟ ହେବାକୁ ଯାଉଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି…