୩୪୦ କୋଟି ବ୍ୟୟରେ ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ

ଲୋକଙ୍କ ସରକାରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି। ଏହା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ₹୩୪୦ କୋଟି ବ୍ୟୟରେ ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ…

ଓଡ଼ିଶା ଏବଂ ଜାପାନର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ ।

ଓଡ଼ିଶା ଏବଂ ଜାପାନର ତୋତ୍ତୋରି ପ୍ରିଫେକ୍‌ଚର୍‌ (ରାଜ୍ୟ) ମଧ୍ୟରେ ଆଞ୍ଚଳିକ, ଆର୍ଥିକ, ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ଐତିହାସିକ ‘ମୈତ୍ରୀ ସମ୍ପର୍କ…

🪔 ଶୁଭ ଦୀପାବଳି 🪔🪔

ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଆଶାର ଆଲୋକ ଭରିଦେଉ। #ଶୁଭଦୀପାବଳି #Subhadipabali @…

ଶୁଭ ଦୀପାବଳି@ଓଡ଼ିଶା ସରକାର

ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନିରାପଦ ଭାବରେ ସତର୍କତା ଅବଲମ୍ବନ ସହ ଦୀପାବଳି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ। #ଶୁଭଦୀପାବଳି…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା

“ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ଆଲୋକର ଉତ୍ସବ ପ୍ରତିଟି ଓଡ଼ିଆ…

ଆଲୋକ, ସମୃଦ୍ଧି, ଉଲ୍ଲାସ ଓ ନବଚେତନାର ପବିତ୍ର ପର୍ବ ଦୀପାବଳି ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।

ଅନ୍ଧକାରରୁ ଆଲୋକ ଏବଂ ନିରାଶାରୁ ଆଶା ଆଡ଼କୁ ଅଗ୍ରସର ହେବାର ପ୍ରେରଣା ଦେଉଥିବା ଏହି ଆଲୋକର ପର୍ବ ଆପଣ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା

“ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ଆଲୋକର ଉତ୍ସବ ପ୍ରତିଟି ଓଡ଼ିଆ…

ଶିକ୍ଷାର ମୂଳଦୁଆ ଯେତେ ସୁଦୃଢ଼ ହେବ, ଓଡ଼ିଶାର ଭବିଷ୍ୟତ ସେତେ ଉଜ୍ଜ୍ୱଳ ହେବ। ତୃତୀୟ ପର୍ଯ୍ୟାୟରେ ଆହୁରି ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଆମ ପିଲାମାନଙ୍କୁ ଆଧୁନିକ ଶିକ୍ଷା, ଉନ୍ନତ ଭିତ୍ତିଭୂମି ଓ ଉତ୍ତମ ଶିକ୍ଷଣ ପରିବେଶ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।