ଓଡ଼ିଶା, ରାଜନୀତିଶୁଭ ଦୀପାବଳି@ଓଡ଼ିଶା ସରକାର November 8, 2026 07:39November 9, 2026 10:40 Advertisement ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନିରାପଦ ଭାବରେ ସତର୍କତା ଅବଲମ୍ବନ ସହ ଦୀପାବଳି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ। #ଶୁଭଦୀପାବଳି #DiwaliAdvertisement
ବୋହୂର ପନିକି ଚୋଟରେ ଶାଶୂ ଗୁରୁତରAdvertisement ଭୋଗରାଇ: ପାରିବାରିକ କଳହର କରୁଣ ପରିଣତି। ଶାଶୂଙ୍କୁ ପନିକିରେ ହାଣିଲା ବୋହୂ, ଗୁରୁତର ଶାଶୂ କଟକ ସ୍ଥାନାନ୍ତର। ଅଭିଯୁକ୍ତ ବୋହୂଙ୍କୁ ଭୋଗରାଇ ଥାନା ପୁଲିସ ଅଟକ…
ସ୍ନାନ ପୂର୍ଣ୍ଣିମା ମୁଖ୍ୟ ସମାଚାରAdvertisement ପୁରୀ (ଶ୍ରୀମନ୍ଦିର):ଜୁନ୍ ୨୯ ତାରିଖ (ସୋମବାର) ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ପ୍ରଶାସନ…
ଶିକ୍ଷାର ମୂଳଦୁଆ ଯେତେ ସୁଦୃଢ଼ ହେବ, ଓଡ଼ିଶାର ଭବିଷ୍ୟତ ସେତେ ଉଜ୍ଜ୍ୱଳ ହେବ। ତୃତୀୟ ପର୍ଯ୍ୟାୟରେ ଆହୁରି ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଆମ ପିଲାମାନଙ୍କୁ ଆଧୁନିକ ଶିକ୍ଷା, ଉନ୍ନତ ଭିତ୍ତିଭୂମି ଓ ଉତ୍ତମ ଶିକ୍ଷଣ ପରିବେଶ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।Advertisement