ଅନ୍ଧକାରରୁ ଆଲୋକ ଏବଂ ନିରାଶାରୁ ଆଶା ଆଡ଼କୁ ଅଗ୍ରସର ହେବାର ପ୍ରେରଣା ଦେଉଥିବା ଏହି ଆଲୋକର ପର୍ବ ଆପଣ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଆଲୋକରେ ଆଲୋକିତ କରୁ। ପ୍ରତ୍ୟେକ ଘର ଓ ଅଗଣା ଆଲୋକମୟ ହେଉ, ସାମାଜିକ ସମରସତା ଓ ସଦ୍ଭାବନା ଆହୁରି ସୁଦୃଢ଼ ହେଉ, ଏହା ହିଁ ମୋର ଶୁଭକାମନା।
ଶୁଭ ଦୀପାବଳି!#Diwali
@manmohan samal




