ଆଲୋକ, ସମୃଦ୍ଧି, ଉଲ୍ଲାସ ଓ ନବଚେତନାର ପବିତ୍ର ପର୍ବ ଦୀପାବଳି ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।

Advertisement

ଅନ୍ଧକାରରୁ ଆଲୋକ ଏବଂ ନିରାଶାରୁ ଆଶା ଆଡ଼କୁ ଅଗ୍ରସର ହେବାର ପ୍ରେରଣା ଦେଉଥିବା ଏହି ଆଲୋକର ପର୍ବ ଆପଣ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଆଲୋକରେ ଆଲୋକିତ କରୁ। ପ୍ରତ୍ୟେକ ଘର ଓ ଅଗଣା ଆଲୋକମୟ ହେଉ, ସାମାଜିକ ସମରସତା ଓ ସଦ୍‌ଭାବନା ଆହୁରି ସୁଦୃଢ଼ ହେଉ, ଏହା ହିଁ ମୋର ଶୁଭକାମନା।

ଶୁଭ ଦୀପାବଳି!#Diwali

@manmohan samal

Advertisement

Leave a Reply

Your email address will not be published. Required fields are marked *