ଶଙ୍ଖ ଭବନରେ ସୁଜାତା ଦରବାର

Advertisement

ସୁଜାତା ଦଳରେ ମିଶିବା ପରଠାରୁ ଲାଗି ରହିଛି ଅନେକ ରାଜନୈତିକ ଚର୍ଚ୍ଚା । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପଛରେ ପାଣ୍ଡିଆନ୍‌ ଫ୍ୟାକ୍ଟରକୁ ଦାୟୀ କରିଥିଲେ ବରିଷ୍ଠ ନେତା, ଏବଂ ବିଭିନ୍ନ ସ୍ଥାନରେ ମେଳି କରି ଖୋଲାଖୋଲି ବର୍ଷୁଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନେତା ଦଳ ବି ଛାଡ଼ିସାରିଛନ୍ତି । ଏବେ ବାକି ରହିଯାଇଥିବା ବରିଷ୍ଠ ନେତା ପାଣ୍ଡିଆନଙ୍କ ପତ୍ନୀଙ୍କୁ ଗ୍ରହଣ କରିବେ ନା ବିଦ୍ରୋହ କରିବେ, ତାକୁ ନେଇ ଭିତରେ ଭିତରେ ଗୋଟି ଚଳାଯାଉଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *