୩୪୦ କୋଟି ବ୍ୟୟରେ ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ

Advertisement

ଲୋକଙ୍କ ସରକାରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି। ଏହା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ₹୩୪୦ କୋଟି ବ୍ୟୟରେ ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏଥିରେ ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ସହ ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପଦକ୍ଷେପ ବାଲେଶ୍ୱରର ଭିତ୍ତିଭୂମି ସୁଦୃଢ଼ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଗତି ଦେବ।

Leave a Reply

Your email address will not be published. Required fields are marked *