✅୧୮ଟି ପଞ୍ଚାୟତରୁ ୧୪୬ ଗର୍ଭବତୀ ମହିଳାଙ୍କ ସମେତ ମୋଟ ୨,୩୯୪ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।
✅ସମସ୍ତ ୩୫ଟି ପକ୍କା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି ଏବଂ ସେଠାରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଓ ଔଷଧ ବ୍ୟବସ୍ଥା ହୋଇଛି।
✅ଜିଲ୍ଲାରେ ୨ଟି NDRF, ୧ଟି ODRAF ଏବଂ ୯ଟି ଅଗ୍ନିଶମ ବାହିନୀ ଟିମ୍ ପ୍ରସ୍ତୁତ ରହିଛନ୍ତି।
✅ରାସ୍ତା ସଫା ପାଇଁ ୩୭ଟି JCB ଏବଂ ୧୨ଟି ବ୍ଲକ୍ରେ ଜେନେରେଟର ଓ ପାଣି ଟ୍ୟାଙ୍କର ମହଜୁଦ ରହିଛି।
✅ଜିଲ୍ଲା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି ଓ ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁଛନ୍ତି।


