ଜୁଲାଇ ୪ ଓ ୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Advertisement

ଜୁଲାଇ ୪ ଓ ୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଆସୁଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଏହି ଅବସରରେ ଅମିତ ଶାହଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଲପୁରରେ ରହିଛି ।

ସମ୍ବଲପୁରର ଗ୍ରେଟର ରିଂ ରୋଡ୍ ପ୍ରକଳ୍ପ ପାଇଁ ଶୁଭ ଦେବେ ଅମିତ ଶାହ । ଏଥିସହ ରିଂ ରୋଡ୍‌ର ସୌନ୍ଦର୍ଯ୍ୟକରଣ ଓ ମାନେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ମଧ୍ୟ ଶୁଭେ ଦେବେ । ସମ୍ବଲପୁରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୨ଟି କାର୍ଯ୍ୟକ୍ରମ ରହିଛି ।

Advertisement

Leave a Reply

Your email address will not be published. Required fields are marked *